ଟିମ୍ ୱାଲ୍‌ଜ ଡେମୋକ୍ରାଟିକ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: କମଲା ହ୍ୟାରିସ୍ ମିନେସୋଟାର ଗଭର୍ଣ୍ଣର ଟିମ୍ ୱାଲଜ୍‌ଙ୍କୁ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ନିଜର 'ରନିଂ ମେଟ୍' ଭାବରେ ଚୟନ କରିଛନ୍ତି । ଏହାର ଅର୍ଥ ଟିମ୍ ୱାଲଜ୍ ଡେମୋକ୍ରାଟିକ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ । ତାଙ୍କର ମୁକାବିଲା ରିପବ୍ଲିକାନ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ ଜେଡି ଭାନ୍ସଙ୍କ ସହ ହେବ ।

କମଲା ହ୍ୟାରିସଙ୍କ ସମ୍ଭାବ୍ୟ ଉପରାଷ୍ଟ୍ରପତି ପ୍ରାର୍ଥୀ ତାଲିକାରେ ଟିମ୍ ୱାଲଜଙ୍କ ନାଁ ଉପରେ କମ୍ ଲୋକ ସମ୍ମତି ଜଣାଇଥିଲେ । କିନ୍ତୁ ଏବେ ଆମେରିକୀୟ ମିଡିଆରେ ଚର୍ଚ୍ଚା ଅନୁସାରେ ଟିମ୍ ୱାଲଜ୍ ଡେମୋକ୍ରାଟିକ୍ ଟିକଟରୁ ନିର୍ବାଚନ ଲଢିବେ ବାଇଡେନ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାରୁ ଓହରି ଗଲା ପରେ କମଲା ହାରିସଙ୍କୁ ଦଳ ପ୍ରାର୍ଥୀ କରିଥିଲା।

Tim Walz Kamala Harris

ଏବେ ସେ ତାଙ୍କ ରନିଂ ମେଟ ଭାବେ ଟିମ ୱାଲଜଙ୍କୁ ଚୟନ କରିଛନ୍ତି। ୱାଲଜ ଏବେ ମିନ୍ନେସୋଟାର ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଛନ୍ତି। ଚଳିତ ସପ୍ତାହରେ କମଲା ହାରିସ ନିର୍ବାଚନ ପ୍ରଚାର କରିବା ସମୟରେ ଏଣିକି ତାଙ୍କ ସହ ଟିମ୍ ୱାଲଜ ମଧ୍ୟ ନଜର ଆସିବେ ଡେମୋକ୍ରାଟିକର ଉପ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଦୌଡ଼ରେ ୱାଲଜଙ୍କ ବ୍ୟତୀତ ପେନସଲଭାନିଆର ଗଭର୍ଣ୍ଣର ଜୋସ୍ ଶାପିରୋ ମଧ୍ୟ ରହିଥିଲେ। ତେବେ କମଲା ହାରିସ ତାଙ୍କ ରନିଂ ମେଟ ଭାବେ ୱାଲଜଙ୍କୁ ବାଛିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+