ପଶ୍ଚିମ ପାଇଁ ବହୁତ ଖରାପ ଖବର... ମୋଦି, ପୁଟିନ ଏବଂ ଜିନପିଙ୍ଗଙ୍କ ସାକ୍ଷାତ ଉପରେ ଆମେରିକା...
ପୂର୍ବତନ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ କଠୋର ସମାଲୋଚକ ଜନ୍ ବୋଲ୍ଟନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୀନ୍ ଗସ୍ତ ଏବଂ ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ତାଙ୍କର ଉପସ୍ଥିତି ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୋଲ୍ଟନ୍ କହିଛନ୍ତି ଯେ ମୋଦୀଙ୍କ ଗସ୍ତ ପଶ୍ଚିମା ଦେଶମାନଙ୍କ ପାଇଁ ଖରାପ ଖବର, କାରଣ ଏହି ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଉପସ୍ଥିତ ଅଛନ୍ତି।













Click it and Unblock the Notifications