Get Updates
Get notified of breaking news, exclusive insights, and must-see stories!

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଝଟକା , ସୁନାମୀ ଆଲର୍ଟ

ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା । ୬.୮ର ତୀବ୍ରତାରେ ଥରିଉଠିଲା ସାନରିକୁ ଅଞ୍ଚଳ । ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ଇୱାଟେ ପ୍ରଦେଶ ପାଇଁ ସୁନାମୀ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ । ଭୂକମ୍ପର ଝଟକା ଅନୁଭୂତ ପରେ ଭୟରେ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ । ଇୱାଟେ ପ୍ରଦେଶର ୟାମାଡା ଠାରୁ ପ୍ରାୟ ୧୨୬ କିଲୋମିଟର ପୂର୍ବରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡିଛି । ସେହିପରି ଭୂକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭରୁ ୧୦ କିଲୋମିଟର ତଳେ ଥିବା ସୂଚନା ମିଳିଛି ।

Earthquake

ମୋରିଓକା ସହର ଏବଂ ୟାହାବା ଟାଉନ୍ ସମେତ ଅନେକ ଅଞ୍ଚଳରେ ଭୂକମ୍ପର ତୀବ୍ରତା ଥିଲା ୪ । ଯାହା ଫଳରେ କୋଠାଗୁଡ଼ିକ ଦୋହଲିଥିବା ଦେଖିବାକୁ ମିଳିଥିଲା । ସୁନାମୀ ଯୋଗୁ ଇୱାଟେ ଉପକୂଳରେ ୩ ଫୁଟ ପର୍ଯ୍ୟନ୍ତ ଜୁଆର ଉଠିବାର ସମ୍ଭାବନା ରହିଛି । ଏନେଇ ସତର୍କତା ସୂଚନା ଜାରି କରିଛି ପାଣିପାଗ ବିଭାଗ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+