Get Updates
Get notified of breaking news, exclusive insights, and must-see stories!

ଚନ୍ଦ୍ରାୟନ ୫ କୁ ନେଇ ବଡ ଘୋଷଣା, ଭାରତ-ଜାପାନର କରିବେ

ଚନ୍ଦ୍ରାୟନ ୫ କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା । ଭାରତ ଓ ଜାପାନର ସ୍ପେସ ଏଜେନ୍ସି ଉଭୟ ଚନ୍ଦ୍ରାୟନ ୫ ଦିଗରେ କାମ କରିବେ । ଚନ୍ଦ୍ରାୟନ ୫ ମିଶନ ପାଇଁ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋ ଓ ଜାପାନ ୟେରୋସ୍ପେଶ ଏକ୍ସପ୍ଲୋରେସନ ଏଜେନ୍ସି JAXA ମଧ୍ୟରେ ଆଲୋଚନା ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଟୋକିଓରେ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇସିବାଙ୍କ ସହ କଥା ହେବା ପରେ ଏନେଇ ଘୋଷଣା କରିଛନ୍ତି । ଇସିବାଙ୍କ ସହ ଆଲୋଚନା ଗଠନମୂଳକ ଓ ଉଦ୍ଦେଶ୍ୟ ପୂର୍ଣ୍ମ ରହିଥିବା କହିଥିଲେ ମୋଦୀ । ଚନ୍ଦ୍ରାୟନ ମିଶନ ୩ ର ସଫଳତା ପରେ ଚନ୍ଦ୍ରାୟନ ୫ ରେ ଭାରତ ଜାପାନ ସହ ମିଶି କାମ କରିବା ଦ୍ବାରା ଅତ୍ୟାଧୁନିକ ଟେକନିକ ଓ ଅନୁସନ୍ଧାନ ମୂଳକ କାରକ ଉପରେ ଅଧିକ ଗୁରୁତ୍ବ ଦେବାର ଲାଭ ଉଠାଇ ପାରିବ ।

Chandrayaan

ଏହି ମିଶନରେ ଏକ ଭାରତ ନିର୍ମିତ ଲ୍ୟାଣ୍ଡର ଓ ଜାପାନ ନିର୍ମିତ ରୋବର ବ୍ୟବହୃତ ହେବ । ଏହି ରୋବର ଚନ୍ଦ୍ରପୃଷ୍ଠରେ ସବୁଠୁ ଭାରି ରୋବର ହେବ । ଯାହା ଜାପାନରୁ ଚନ୍ଦ୍ରପୃଷ୍ଠକୁ ଉତ୍ତକ୍ଷେପଣ କରାଯିବ । ଚନ୍ଦ୍ରାୟନ ୪ ପରେ ଚନ୍ଦ୍ରାୟନ ୫ କୁ ଲଞ୍ଚ କରାଯିବ । ଏହି ମିଶନ ଦ୍ବାରା ଚନ୍ଦ୍ରରୁ ମାଟିର ନମୂନା ଆଣିବା ନେଇ ଲକ୍ଷ୍ୟ ରଖାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+