ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହେଜବୁଲ୍ଲା ମୁଖ୍ୟ କାର୍ଯ୍ୟାଳୟର କମାଣ୍ଡର ନିପାତ

ହେଜବୁଲ୍ଲା ଶକ୍ତିକୁ ଦୁର୍ବଳ କଲା ଇସ୍ରାଏଲ। ସଂଗଠନର ମୁଖ୍ୟ ହାସନ ନସ୍ରଲ୍ଲା ଏବଂ ତାଙ୍କ ଉତ୍ତରାଧିକାରୀ ହାସିମ ସୈଫୁଦ୍ଦିନଙ୍କ ପରେ ଏବେ ମୁଖ୍ୟ କାର୍ଯ୍ୟାଳୟର କମାଣ୍ଡରଙ୍କୁ ନିପାତ କରିଛି। ଏନେଇ ଇସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ବେରୁଟରେ ହୋଇଥିବା ଏୟାର ଷ୍ଟ୍ରାଇକରେ ହୁସେନ ହୁସେନୀର ନିପାତ ହୋଇଛି।

Israeli military

ଏନେଇ ଇସ୍ରାଏଲ ସେନା ପକ୍ଷରୁ ଏକ୍ସ ପୋଷ୍ଟରେ ସୂଚନା ଦେଇଛି। ତେବେ ଏନେଇ ହିଜବୁଲ୍ଲା ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ସୁହେଲ ହୁସେନୀ ଆତଙ୍କବାଦୀ ସଂଗଠନର ଅସ୍ତ୍ରଶସ୍ତ୍ର, ବଜେଟ୍ ଓ ମ୍ୟାନେଜମେଣ୍ଟ ଦାୟିତ୍ବରେ ଥିଲା। ଇସ୍ରାଏଲ ସେନା କହିଛି ହୁସେନୀ ଇରାନଠାରୁ ଆଧୁନିକ ହତିଆର ଆଣୁଥିଲା, ହିଜବୁଲ୍ଲାର ବିଭିନ୍ନ ୟୁନିଟ୍‌ରେ ତାକୁ ବିତରଣ କରିବ। ନିକଟରେ ଇସ୍ରାଏଲ ହିଜବୁଲ୍ଲାର ଟପ୍ ଲିଡର ହସନ ନସରୁଲ୍ଲାହକୁ ମାରିବାରେ ସଫଳ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+