ଲେବାନନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ; ରକେଟ ମାଡ଼ରେ ୨୨ ମୃତ, ଶତାଧିକ ଆହତ
ଲେବାନନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ । ବେରୁଟର ଏକ ଜନବସତି କୋଠା ଉପରେ ରକେଟ ମାଡ଼। ରକେଟ ମାଡ଼ରେ ୨୨ ମୃତ, ଶତାଧିକ ଆହତ ସୂଚନା। ବିନା ସତର୍କ ସୂଚନା ଦେଇ ୨ଟି କୋଠା ଉପରେ ଏୟାର ଷ୍ଟ୍ରାଇକ୍ । ହିଜବୁଲ୍ଲା ଆତଙ୍କବାଦୀ ଲୁଚିଥିବା ଆଶଙ୍କାରେ ରକେଟ୍ ମାଡ଼।













Click it and Unblock the Notifications