Get Updates
Get notified of breaking news, exclusive insights, and must-see stories!

ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ଗାଜା ଉପେର ଆକ୍ରମଣ କରିବା ବନ୍ଦ ନ କଲେ ହେବ ଭୟଙ୍କର ଯୁଦ୍ଧ

Israel-Palestine War: ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଯାରି ରହିଛି । ଇସ୍ରାଏଲର ସଧାରଣ ନାଗରିକଙ୍କ ଉପରେ ହଠାତ୍ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଜୋରଦାର ହୋଇଛି ଯୁଦ୍ଧ । ଘନ ଘନ ରକେଟ୍ ମାଡ଼ରେ ଗାଜା ପିଟ୍ଟିରେ ଥିବା ହମାସ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ୍ୱସ୍ତୁପରେ ପରିଣତ କରିଛି ଇସ୍ରାଏଲ । ସେପଟେ ଗାଜା ଉପେର ଇସ୍ରାଏଲର ଆକ୍ରମଣକୁ ବିରୋଧ କରିଛି ଇରାନ ଏବଂ ସିଧାସଳ ଦେଇଛି ଧମକ । ଇରାନ୍ କହିଛି ଯଦି ଇସ୍ରାଏଲ ଏହି ଯୁଦ୍ଧ ବନ୍ଦ ନ କରେ ତେବେ ମୋର୍ଚ୍ଚାରୁ ଯୁଦ୍ଧ ଆରମ୍ଭ ହେବ ।

 Israel-Palestine War

ଗୁରୁବାର ଦିନ ଇରାନର ବୈଦେଶିକ ମନ୍ତ୍ରୀ ବେରୁତର କହିଛନ୍ତି, ଯଦି ଗାଜା ଉପରେ ଆକ୍ରମଣ ବନ୍ଦ ନହୁଏ ତେବେ ଖୁବଶୀଘ୍ର ଇସ୍ରାଏଲ ଉପରେ ଅନ୍ୟ ମୋର୍ଚ୍ଚାରୁ ଯୁଦ୍ଧ ଆରମ୍ଭ ହେବ । ତେଣୁ ଇସ୍ରାଏଲ ଶୀଘ୍ର ଗାଜା ଉପରେ ରକେଟ୍ ମାଡ଼କୁ ବନ୍ଦ କରୁ ନଚେତ୍ ଅନ୍ୟ ମୋର୍ଚ୍ଚାରୁ ଯୁଦ୍ଧ ନିଶ୍ଚିତ ବୋଲି ସେ କହିଛନ୍ତି ।

ତେବେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ପଛରେ ଇରାନରେ ହାତ ଅଛି ବୋଲି ଇଭିଯୋଗ ହୋଇଛି । ଇରାନ ହିଁ ହନାସ ଆତଙ୍କବାଦୀ ସଂଙ୍ଗଠନ ଆର୍ଥିତ ସହଯୋଗ ସହ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିବା ନେଇ ଦାବି କରାଯାଉଛି । ହେଲେ ହମାସ ଏହାକୁ ଅସ୍ୱିକାର କରି କହିଛି ଯେ, ଇରାନର କୌଣସି ସମ୍ପୃକ୍ତି ନାହିଁ । ଇରାନ ଏହା ଆକ୍ରମଣ ପାଇଁ କୌଣସି ସହଯୋଗ କରି ନାହିଁ ନାଁ କୌଣସି ସଂକେତ ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+