ଆଜିଠୁ ଇସ୍ରାଏଲ ଏବଂ ହମାସ ଯୁଦ୍ଧବିରତି: ୫୦ ପଣବନ୍ଦୀଙ୍କୁ କରାଯିବ ମୁକ୍ତ

Israel-Hamas War: ଇସ୍ରାଏଲ ଏବଂ ହମାସ ଯୁଦ୍ଧବିରତି । ଆଜିଠୁ ୪ ଦିନ ପାଇଁ ଗାଜାରେ ଯୁଦ୍ଧବିରତି ଘୋଷଣା କରାଯାଇଛି । ସେହିପରି ଆଜି ଅପରାହ୍ଣ ସୁଦ୍ଧା ୫୦ ପଣବନ୍ଦୀଙ୍କୁ ମୁକ୍ କରାଯିବା ନେଇ ସୂଚନା ରହିଛି ।

Israel-Hamas War

ସୂଚନା ଅନୁସାରେ, 46 ଦିନ ଧରି ଚାଲିଆସୁଥିବା ଇସ୍ରାଏଲ-ହମାସ ଯୁଦ୍ଧରେ ଚାରି ଦିନିଆ ଅସ୍ତ୍ରବିରତି ଚୁକ୍ତି ହୋଇଛି। ଚୁକ୍ତିନାମା ଅନୁଯାୟୀ, ଅକ୍ଟୋବର 7ରୁ ହମାସ 50 ଜଣ ମହିଳା ଏବଂ ଶିଶୁଙ୍କୁ ଅପହରଣ କରି ବନ୍ଧକ କରି ରଖିଛି ଯେଉଁମାନଙ୍କୁ ଆଜି ମୁକ୍ତ କରାଯିବା । ସେହିପରି ବଦଳରେ ଇସ୍ରାଏଲ 150 ଜଣ ପାଲେଷ୍ଟାଇନ ମହିଳା ଏବଂ ଶିଶୁଙ୍କୁ ମୁକ୍ତ କରିବ। ହତ୍ୟା ମାମଲାରେ ଅଭିଯୁକ୍ତ କୌଣସି ବନ୍ଦୀଙ୍କୁ ଇସ୍ରାଏଲ ଜେଲରୁ ମୁକ୍ତ କରାଯିବ ନାହିଁ ।

ସ୍ଥାନୀୟ ସମୟ ଅନୁସାରେ, ଅପରାହ୍ନ 4ଟା ରେ ସମସ୍ତ ବନ୍ଧାକମାନଙ୍କୁ ମୁକ୍ତ କରାଯିବ । ଇସ୍ରାଏଲର ଗୁଇନ୍ଦା ସଂସ୍ଥା ପକ୍ଷରୁ ଜାପି କରାଯାଇଥିବା ପଣବନ୍ଦୀଙ୍କ ତାଲିକ ହସ୍ତାନ୍ତର କରାଯାଇ ସରିଛି । ତେବେ ଗତ ଅକ୍ଟୋବର 7 ତାରିଖରୁ ଆରମ୍ଭ ହୋଇଥିବା ଇସ୍ରାଏଲ ଏବଂ ହମାସ ଯୁଦ୍ଧର ଅସ୍ତ୍ରବିରତି ଗୁରୁବାରଠାରୁ ଆରମ୍ଭ ହୋଇଥିଲା ହେଲେ ଏହା କାର୍ଯ୍ୟକାରୀ ହୋଇନଥିଲା ।

ହେଲେ ବର୍ତ୍ତମାନ ଇସ୍ରାଏଲ-ହମାସ ମଧ୍ୟରେ 4 ଦିନିଆ ଅସ୍ଥାୟୀ ଅସ୍ତ୍ରବିରତି ପାଇ ସହମତି ପ୍ରକାଶ ପାଇଛି । ତେବେ ଆଜି 150 ଜଣ ପାଲେଷ୍ଚାଇନ୍ କଏଦୀଙ୍କୁ ମୁକ୍ତ କରାଯିବ ସେହିପରି ହମାସ 50 ପଣବନ୍ଦୀଙ୍କୁ ମୁକ୍ତ କରିବା ନେଇ ସୂଚନା ରହିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆମେରିକା, ଇସ୍ରାଏଲ ଏବଂ ଇଜିପ୍ଟ ମଧ୍ୟରେ ହୋଇଥିବା ରାଜିନାମାକୁ ଇସ୍ରାଏଲ କ୍ୟାବିନେଟ୍ ପକ୍ଷରୁ 35-35 ଭୋଟରେ ଅନୁମୋଦନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+