Get Updates
Get notified of breaking news, exclusive insights, and must-see stories!

Israel attacks Iran: ଇରାନ ଉପରେ ଇଶ୍ରାଏଲର ଆକ୍ରମଣ

Israel attacks Iran: ଶନିବାର ସକାଳେ ପ୍ରତିଶୋଧ ପରାୟଣ ହୋଇ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି । ଇଶ୍ରାଏଲ ଦାବି କରିଛି ଯେ ଇସ୍ରାଏଲ ଉପରେ ତେହେରାନର ପୂର୍ବ ଆକ୍ରମଣର ପ୍ରତିଶୋଧ ନେଇ ଏହା ସାମରିକ ଲକ୍ଷ୍ୟ ଉପରେ ଆକ୍ରମଣ କରାଯାଇଛି । ତେହେରାନ ଉପରେ ଆକ୍ରମଣ ପରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି ସବୁଠି ଭୟର ବାତାବରଣ ଦେଖିବାକୁ ମିଳିଛି ।

Israel attacks Iran

ଏଥି ସହିତ ଇସ୍ରାଏଲର ଅଭିଯାନ ସହିତ ପରିଚିତ ଏକ ସୂତ୍ର ଅନୁଯାୟୀ ଇସ୍ରାଏଲ ଇରାନ ଉପରେ ଦ୍ୱିତୀୟ ଥର ଆକ୍ରମଣର କରିଛି । ଏହାପୂର୍ବରୁ ଇରାନର ରାଜ୍ୟ ଗଣମାଧ୍ୟମ ସ୍ଥାନୀୟ ସମୟ ଶନିବାର ସକାଳେ ତେହେରାନରେ ଏକାଧିକ ବିସ୍ଫୋରଣ ହୋଇଥିବା ନେଇ ସୂଚନା ରହିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+