Hamas-Israel nbsp; War: nbsp; nbsp;ଦୀର୍ଘଦିନ ଧରି ଚାଲି ଆସୁଥିବା ହମାସ୍-ଇସ୍ରାଏଲ ଯୁଦ୍ଧର ହେବ ଅନ୍ତ । ଗାଜାରେ ଯୁଦ୍ଧ ରୋକିବା ଉପରେ ଉଭୟ ଦେଶ ମଧ୍ୟରେ ସହମତି । ତେବେ ଅସ୍ତ୍ରବିରତି ପାଇଁ ହମାସ ସହମତି ପ୍ରକାଶ କରିଥିବା ନେଇ ସୂଚନା ରହିଛି । ସେହିପରି ବନ୍ଦକଙ୍କୁ ମୁକ୍ତ କରିବା ପାଇଁ ମଧ୍ୟ ସହମତି ପ୍ରକାଶ ପାଇଛି।