କରୋନା ଭଳି ବ୍ୟାପିଲାଣି ଋଷରେ ରହସ୍ୟମୟ ଭାଇରସ୍!
ରୁଷରେ ବ୍ୟାପିଲାଣି ରହସ୍ୟମୟ ଭୂତାଣୁ । ଯାହାର ଲକ୍ଷଣ ଠିକ୍ କୋଭିଡ ଭଳି । ସଂକ୍ରମିତଙ୍କ କିଛି ଦିନ ଅତ୍ୟଧିକ ଜ୍ବର ପରେ ମାଂସପେଶୀରେ ଦରଜ ସହିତ କାଶ ଅନୁଭୂତ ହେଉଛି । ରୋଗୀଙ୍କ ଉପରେ କୌଣସି ଆଣ୍ଟିବାୟୋଟିକ୍ସର ପ୍ରଭାବ ପଡୁନଥିବା ଦେଖିବାକୁ ମିଳୁଛି ।

ତେବେ ଏହି ଭାଇରସର ସ୍ବରୂପ ଓ ସଂକ୍ରମଣ ନେଇ ଔପଚାରିକ ଭାବେ କୌଣସି ସୂଚନା ଦିଆଯାଇନଥିବାବେଳେ ଭାଇରସ୍ ବ୍ୟାପୁଥିବା ଖବରକୁ ଅସ୍ବିକାର କରିଛି ରୁଷ ହେଲଥ ଏଜେନ୍ସି । ଏହା ଏକ ସାଧାରଣ ସ୍ବାସ୍ଥ୍ୟଗତ ସମସ୍ୟା । ଯାହା ପ୍ରତିବର୍ଷ ଥଣ୍ଡା ସମୟରେ ଦେଖିବାକୁ ମିଳେ ବୋଲି ସ୍ଥାନୀୟ ସ୍ବାସ୍ଥ୍ଯ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।












Click it and Unblock the Notifications