ଭାରତ ଡରରେ ପାକିସ୍ତାନ ବଙ୍କର ଭିତରେ ଲୁଚିଛନ୍ତି ଆସିମ୍ ମୁନୀର!

ପାକ୍ ମନ୍ତ୍ରୀ କହୁଛନ୍ତି, ଯେକୌଣସି ମୁହୂର୍ତ୍ତରେ ଭାରତ କରିପାରେ ଆକ୍ରମଣ । ପାକିସ୍ତାନରେ ଯୁଦ୍ଧର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି । ଏଭଳି ସ୍ଥିତିରେ ପାକ୍ ଆର୍ମି ଚିଫ୍ ଜେନେରାଲ ଆସିମ୍ ମୁନୀର ବଙ୍କର ଭିତରେ ଯାଇ ଲୁଚିଥିବା ଚର୍ଚ୍ଚା ହେଉଛି । ସୂଚନା ମୁତାବକ, ପହଲଗାମରେ ହୋଇଥବା ଆତଙ୍କୀ ଆକ୍ରମଣରେ ରହିଛି ପାକ୍ ସେନାର ସମ୍ପୃକ୍ତି ।

ଏହି ଆକ୍ରମଣକୁ ନେଇ ପାକିସ୍ତାନ ଭିତରେ ହିଁ ବିରୋଧର ସ୍ବର ଉଠିଲାଣି । ସାମ୍ବାଦିକଙ୍କଠାରୁ ନେଇ ଅବସରପ୍ରାପ୍ତ ସୈନିକ ପାକ୍ ସେନାବିରୋଧରେ ମନ୍ତବ୍ୟ ଦେଉଛନ୍ତି । ମୁନୀରଙ୍କ ଉତ୍ତେଜନାମୂଳକ ଭାଷଣ ଆଜି ପାକିସ୍ତାନ ପାଇଁ କାଳ ହୋଇଛି ବୋଲି ସେଠିକାର ନାଗରିକ କହୁଛନ୍ତି । ମୁନୀର, ଜେନେରାଲ ଜିୟା ଉଲ ହକଙ୍କୁ ଅନୁସରଣ କରୁଥିବା କୁହାଯାଉଛି ।

Is Pakistan Army Chief

୧୯୮୦ ଦଶକରେ ପାକ୍ ସେନାର ବରିଷ୍ଠ ସେନାଧିକାରୀ, ତଥା ରାଜନେତା କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଆତଙ୍କବାଦ ଦ୍ବାରା ଭାରତରେ ଅସ୍ଥିରତା ଆଣିବାକୁ ଚଳାଇଥିଲେ 'ଅପରେସନ୍ ଟୋପୈକ୍' ଅଭିଯାନ। ଆଜି ମୁନୀର ମଧ୍ୟ ତାଙ୍କରି ବାଟରେ ଚାଲୁଥିବା କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+