Get Updates
Get notified of breaking news, exclusive insights, and must-see stories!

କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍

ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଇରାନକୁ ବଡ଼ ଝଟକା । ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ ମୋଜତାବା ଖାମେନେଇ । ଏକ ଏୟାର ଷ୍ଟ୍ରାଇକରେ ମୋଜତାବା ଖାମେନେଇ ଗୋଡ଼ ହରାଇ କୋମାରେ ପୀଡ଼ିତ ହୋଇଛନ୍ତି। ଏକ ବିଶେଷ ସୂତ୍ରରୁ ମିଳିଛି ଏହି ସୂଚନା । ପିତା ଆୟୋତ୍ତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ନୂଆ ସୁପ୍ରିମ ଲିଡର ହୋଇଥିବା ମୋଜତାବାଙ୍କ କୋମା ସ୍ଥିତି ନେଇ ବିଗିଡ଼ିଛି ଇରାନର ପ୍ରତିରକ୍ଷା ବ୍ୟବସ୍ଥା ।

ଆୟୋତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଉପରେ କ୍ଷେପଣାସ୍ତ୍ର ମାଡ଼ ବେଳେ ମୋଜତାବା ଆହତ ହୋଇଥିବା ସୂଚନା ମିଳିଛି । ମୋଜତାବା କୋମାରେ ପୀଡ଼ିତ ହେବା ପରେ ବର୍ତ୍ତମାନ ଇରାନ ସେନାକୁ କିଏ ପରିଚାଳନା କରିବ ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ତେବେ ଆୟୋତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ମୋଜତାବାଙ୍କୁ କଡ଼ା ସୁରକ୍ଷା ବଳୟରେ ରଖିଥିଲା ଇରାନ ପ୍ରତିରକ୍ଷା ବିଭାଗ । IRGC ସମେତ ଇରାନର ଖୁଖାର୍ ପୋଲିସ ବାହିନୀ ସୁରକ୍ଷା ବଳୟରେ ରହିଥିଲେ ମୋଜତାବା । ଏତେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥାଇ ମଧ୍ୟ ମୋଜତାବା କିପରି ଆକ୍ରମଣର ଶିକାର ହେଲେ ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

Iran s new supreme
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+