ଇସ୍ରାଏଲ ଉପରେ ୪ହଜାର ମିସାଇଲ ମାଡ଼ କରିବ ଇରାନ

ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ବିବାଦ ପୁଣି ତୀବ୍ର ହୋଇଛି। ଇରାନ ଓ ଇସ୍ରାଏଲ। ପୂର୍ବ ମିଶାଇଲ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ୨୬ ତାରିଖରେ ଇରାନର ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ। ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଇରାନ ବଡ଼ ଯୋଜନା କରିଥିବା ଆମେରିକାକୁ ଗୁପ୍ତ ସୂଚନା ମିଳିଛି ।

ଇରାନ ଓ ଇସ୍ରାଏଲ। ପୂର୍ବ ମିଶାଇଲ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ୨୬ ତାରିଖରେ ଇରାନର ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ। ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଇରାନ ବଡ଼ ଯୋଜନା କରିଥିବା ଆମେରିକାକୁ ଗୁପ୍ତ ସୂଚନା ମିଳିଛି । ଆମେରିକା ଦ୍ୱାରା ହସ୍ତଗତ ହୋଇଥିବା ନୂତନ ସୂଚନାକୁ ଦୃଷ୍ଟିରେ ରଖି ଆଜି ରାତିରେ ଇରାନ ଇସ୍ରାଏଲ ଉପରେ ୪୦୦୦ କ୍ଷେପଣାସ୍ତ୍ର ନିକ୍ଷେପ କରିପାରେ ବୋଲି ଖବର ଆସିଛି।

ଏଥି ସହିତ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଘରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ଇସ୍ରାଏଲ୍ ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ଇରାନରେ ଆଣବିକ ସ୍ଥାପନକୁ ନଷ୍ଟ କରିବା ପାଇଁ ନେତାନ୍ୟାହୁ ପ୍ରତିଶୃତି ଦେଇଛନ୍ତି। ଏହି ପ୍ରତିଶୃତିକୁ ପୂରା କରିବା ପାଇଁ ଶକ୍ତିଶାଳୀ ଆମେରିକୀୟ ବୋମା ଆସିବାକୁ ଯାଉଛି।

Iran s missile attack plan against Israel

ଅନ୍ୟପଟେ ଇରାନରରେ ମିସାଇଲ ମାଡ଼ ପରେ ଇସ୍ରାଏଲର ଦକ୍ଷିଣ ପ୍ରାନ୍ତରେ ଥିବା ରମଣ ଏୟାର ବେସ୍‌ରେ ହାଲେଭି କହିଛନ୍ତି, ଯଦି ଇରାନ ଭୁଲ କରିବ ଓ ଇସ୍ରାଏଲ ଉପରେ ପୁଣି ମିସାଇଲ ମାଡ଼ କରିବ, ତା'ହେଲେ ପରିଣାମ ଭୟଙ୍କର ହେବ। ଇରାନରେ କେମିତି ପହଞ୍ଚିବାକୁ ହୁଏ, ସେକଥା ମଧ୍ୟ ଆମେ ପୁଣି ଶିଖାଇ ଦେବୁ। କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଗତଥର ଜାଣିଶୁଣି ଟାର୍ଗେଟ କରାଯାଇ ନଥିଲା। ହେଲେ ପୁଣି ଉତ୍ତେଜନା ସୃଷ୍ଟି କଲେ ଆମେ ଆହୁରି ଜୋରଦାର ଜବାବ ଦେବୁ। ଏଥର ଆମେ ବ୍ୟବହାର କରି ନଥିବା କ୍ଷମତାକୁ ପ୍ରୟୋଗ କରି ଇରାନରେ ପହଞ୍ଚିବୁ।

ଜେଲରେ ରହି ଟିଭି ଚ୍ୟାନେଲକୁ ଲରେନ୍ସ ବିଷ୍ଣୋଇର ଇଣ୍ଟରଭ୍ୟୁ: ଜୋରଦାର ବର୍ଷିଲେ, ପୁଣି ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ
ଆମେ ଷ୍ଟ୍ରାଇକ ବେଳେ ଛାଡ଼ି ଦେଇଥିବା ସ୍ଥାନଗୁଡ଼ିକ ଉପରେ ପୂରା କ୍ଷମତାର ସହ ହିଟ୍ କରିବୁ। ଆମେ କିଛି ବି କାମକୁ ଶେଷ କରି ନାହୁଁ। ଆମେ ବର୍ତ୍ତମାନ ସବୁ କାମର ମଝିରେ ରହିଛୁ। ତେଣୁ ଜବାବ ଦେବା ପୂର୍ବରୁ ଇରାନ ସବୁ କିଛି ଚିନ୍ତା କରୁ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+