ଇରାନ ଇସ୍ରାଏଲ ଯୁଦ୍ଧ ; ପୁଣି ଆରମ୍ଭ ହେବ ଯୁଦ୍ଧ !

ଣି ଥରେ ହୋଇପାରେ ଇରାନ-ଇସ୍ରାଏଲ ଯୁଦ୍ଧ । ଯୁଦ୍ଧବିରତି ସର୍ତ୍ତରେ ପରିବର୍ତ୍ତନ ହେଲେ ଇରାନ ପୁଣି ମୈଦାନକୁ ଓହ୍ଲାଇପାରେ ବୋଲି ଇରାନ ଦୂତାବାସ ପକ୍ଷରୁ କୁହାଯାଉଛି । ସେପଟେ ଯୁଦ୍ଧବିରତି ମଧ୍ୟରେ ଚୀନ୍ ଇରାନକୁ ଅସ୍ତ୍ରଶସ୍ତ୍ର ପଠାଇଛି । ଚୀନ୍ ଇରାନକୁ କ୍ଷେପଣାସ୍ତ୍ର ଦେଇଛି । ଏହା ଇସ୍ରାଏଲ ଏବଂ ଆମେରିକାର ଚିନ୍ତା ବଢ଼ାଇଛି ।

Iran-Israel war

ଇରାନ ରାଷ୍ଟ୍ରଦୂତଙ୍କ ନୂଆ ବୟାନ ଯୁଦ୍ଧ ଆଶଙ୍କାକୁ ବଢାଇ ଦେଇଛି । ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ ଘୋଷଣା କରିଛନ୍ତି ଯେ ଇରାନ ଯୁଦ୍ଧବିରତି ଅନୁରୋଧ କରିନଥିଲା ଏବଂ ଇସ୍ରାଏଲ ସହିତ ୧୨ ଦିନିଆ ସଂଘର୍ଷ ଜାରି ରଖିବାକୁ ପ୍ରସ୍ତୁତ ଥିଲା । ଜୁନ୍ ୨୪, ୨୦୨୫ରେ ଆମେରିକା ମଧ୍ୟସ୍ଥତାରେ ଯୁଦ୍ଧବିରତି ହୋଇଥିଲା । ଇଲାହୀ କହିଛନ୍ତି, ଇସ୍ରାଏଲ ଓ ଆମେରିକାର ଆକ୍ରମଣର ଜବାବରେ ଇରାନ ମିସାଇଲ ଆକ୍ରମଣ କରିଥିଲା । ସେ ପରମାଣୁ ଅସ୍ତ୍ର ଅଭିଯୋଗକୁ ଅସ୍ୱୀକାର କରି ଶାନ୍ତିପୂର୍ଣ୍ଣ ପରମାଣୁ ଶକ୍ତି ଉପରେ ଜୋର ଦେଇଛନ୍ତି ।

ପୁଣି ହେବ ଯୁଦ୍ଧ
ଇସ୍ରାଏଲ ସହ ମତାନ୍ତର ହେଲେ ପୁଣି ଯୁଦ୍ଧ ହେବ
ଇରାନ ରାଷ୍ଟ୍ରଦୂତଙ୍କ ବୟାନ ବଢ଼ାଇଲା ଚିନ୍ତା
ଇରାନ ଯୁଦ୍ଧବିରତି ଅନୁରୋଧ କରିନଥିଲା
ଯୁଦ୍ଧ ଜାରି ରଖିବାକୁ ପ୍ରସ୍ତୁତ କହିଲେ ଇରାନ ରାଷ୍ଟ୍ରଦୂତ
ସାର୍ବଭୌମତ୍ୱ ରକ୍ଷା ପାଇଁ ଇରାନ ପ୍ରସ୍ତୁତ
ଇସ୍ରାଏଲ ଉପରେ ମିସାଇଲ ଆକ୍ରମଣ କରାଯିବ
ଆମେରିକା ବେସ୍‌ରେ ପ୍ରତିଶୋଧ ଆକ୍ରମଣ କରାଯାଇଛି
ଜୁନ୍ ୨୪ରୁ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି
ପରମାଣୁ ଅସ୍ତ୍ର ଉପରେ ଆମେରିକାର ଅସ୍ୱୀକାର ଗ୍ରହଣୀୟ ନୁହେଁ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+