Get Updates
Get notified of breaking news, exclusive insights, and must-see stories!

ଭାରତ ପାଇଁ ଇରାନ ପାକିସ୍ତାନ ମୁହାଁମୁହଁ, ଜାଣନ୍ତୁ ବିଷୟ କଣ ?

ସୁଧୁରୁନି ପାକିସ୍ତାନ । ଭାରତ ନାଁ ରେ ପ୍ରଚାର କରୁଛି ମିଛ । ପାକିସ୍ତାନର ନ୍ୟୁଜ୍ ହ୍ୟାଣ୍ଡେଲରେ ଚାଲିଛି ଭାରତ ନାଁରେ ଗୁଜବ ପ୍ରଚାର । ଏବେ କିନ୍ତୁ ଇସଲାମିକ୍ ଦେଶ ଇରାନ ନିଜେ ତା'ର ପର୍ଦ୍ଦାଫାସ କରିଛି। ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ପାକିସ୍ତାନର ଦାବିକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି ।

Iran and Pakistan

ସେ କହିଛନ୍ତି ଯେ, ଇରାନ ଛଅ ଜଣ ଭାରତୀୟଙ୍କୁ ଗିରଫ କରିଛି। ଏନେଇ ପାକିସ୍ତାନ ଦାବି କରିଥିଲା ​​ଯେ, ଇରାନ ଭାରତୀୟମାନଙ୍କ ସହିତ ୧୦ ଜଣ ଆଫଗାନ ନାଗରିକଙ୍କୁ ଗିରଫ କରିଛି। କିନ୍ତୁ ବାସ୍ତବରେ କେବଳ ଭାରତୀୟ ୬ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଇରାନର ରାଷ୍ଟ୍ରଦୂତ କହିଛନ୍ତି ।

ଭାରତରେ ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ପାକିସ୍ତାନର ଏହି ମିଥ୍ୟା ଦାବିଗୁଡ଼ିକର ପର୍ଦ୍ଦାଫାସ କରି ଏକ ସୋସିଆଲ ମିଡିଆ ପୋଷ୍ଟ କରିଛନ୍ତି । ପୋଷ୍ଟରେ ସେ ଲେଖିଛନ୍ତି, "ଇରାନର ବିକାଶ ସମ୍ପର୍କରେ କିଛି ବିଦେଶୀ ଏକ୍ସ-ଆକାଉଣ୍ଟରେ ପ୍ରସାରିତ ଖବର ସମ୍ପୂର୍ଣ୍ଣ ମିଥ୍ୟା। ମୁଁ ସମସ୍ତ ଆଗ୍ରହୀ ପକ୍ଷଙ୍କୁ ନିର୍ଭରଯୋଗ୍ୟ ସୂତ୍ରରୁ ସେମାନଙ୍କର ସୂଚନା ପାଇବାକୁ ଅନୁରୋଧ କରୁଛି।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+