ଆଫଗାନିସ୍ତାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର , ଭାରତୀୟ ବିମାନ ନୁହେଁ ବୋଲି ସ୍ପଷ୍ଟ କଲା DGCA

ମସ୍କୋ ଯାଉଥିବା ଏକ ଭାରତୀୟ ବିମାନ ଆଫଗାନିସ୍ତାନର ବାଦାଖଶାନର ୱାକାନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଫଗାନିସ୍ତାନ ଗଣମାଧ୍ୟମ ଏହି ସୂଚନା ଦେଇଛି । ଆଫଗାନିସ୍ତାନର ସ୍ଥାନୀୟ ଟେଲିଭିଜନ ଚ୍ୟାନେଲ ଟୋଲୋନ୍ୟୁଜ୍ ପ୍ରଦେଶ ସୂଚନା ଓ ସଂସ୍କୃତି ବିଭାଗର ଅଧିକାରୀ ଜାବିହୁଲ୍ଲା ଆମିରିଙ୍କ ଉଦ୍ଧେଶ୍ୟରେ କହିଛନ୍ତି ଯେ ରବିବାର (ଜାନୁୟାରୀ ୨୧) ଉତ୍ତର ଆଫଗାନିସ୍ତାନର ବାଦାଖଶାନ ପ୍ରଦେଶରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ବିମାନ ସମ୍ପର୍କରେ କୁରାନ-ୱା-ମୁଞ୍ଜାନ ଜିଲ୍ଲାର ଟପଖାନା ଅଞ୍ଚଳକୁ ଏକ ଟିମ୍ ପଠାଯାଇଛି ।

ତେବେ ଏହି ପ୍ରସଙ୍ଗରେ MoCA ଏବଂ DGCA ସୁଚନାନୁସାରେ , ଡିଜିସିଏ ପକ୍ଷରୁ କୁହାଯାଇଛି ଯେ, ଆଫଗାନିସ୍ତାନରେ ଘଟିଥିବା ଦୁର୍ଭାଗ୍ୟଜନକ ବିମାନ ଦୁର୍ଘଟଣା ନା ଭାରତୀୟ ବିମାନ ନା ଏକ ଚାର୍ଟର ବିମାନ। ଏହା ମୋରୋକୋ-ପଞ୍ଜୀକୃତ ଛୋଟ ବିମାନ ଅଟେ। ବର୍ତମାନ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

planer crash

ତେବେ ବିମାନ ଦୁର୍ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଠୋସ୍ ସୂଚନା ଉପଲବ୍ଧ କରାଯାଇ ନାହିଁ । ଏହା ଏକ ବିଦେଶୀ ବିମାନ ହୋଇପାରେ । ତେବେ ଆଫଗାନିସ୍ତାନରେ ଏକ ଭାରତୀୟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଆଫଗାନିସ୍ତାନ ଗଣମାଧ୍ୟମ ଦାବି କରିଛି । ଏଥିରେ ଅନେକ ଆହତ ହେବାର ସମ୍ଭାବନା ଅଛି । ଆଫଗାନିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଟୋଲୋ ନ୍ୟୁଜ୍ ରିପୋର୍ଟ କରିଛି ଯେ ବିମାନଟି ଉତ୍ତର ବାଦାଖଶାନ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+