ପାଲେଷ୍ଟାଇନକୁ ଭାରତ ପଠାଇଲା ୩୦ ଟନ୍ ମେଡିସିନ୍ ସାମଗ୍ରୀ

ଭାରତ' ପାଲେଷ୍ଟାଇନକୁ ମାନବିକ ସହାୟତାର ଅଂଶସ୍ୱରୂପ ଦ୍ୱିତୀୟ ପର୍ଯ୍ୟାୟରେ ୩୦ଟନ୍‍ ଔଷଧୀୟ ସାମଗ୍ରୀ ପ୍ରେରଣ କରିଛି । ଏହି ଔଷଧୀୟ ସାମଗ୍ରୀରେ କର୍କଟମୁକ୍ତ ଔଷଧ ଏବଂ ଜୀବନ ରକ୍ଷାକାରୀ ଔଷଧ ରହିଛି । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ବୈଦେଶିକ ବ୍ୟାପାର ମୁଖପାତ୍ର ରଣଧୀର ଜୟସ୍ୱାଲ ଆଜି କହିଛନ୍ତି ପାଲେଷ୍ଟାଇନ୍‍କୁ ଭାରତର ସହାୟତା ଜାରି ରହିଛି ।

India sends 30 tonnes of essential medical supplies to Palestine

ଇତିମଧ୍ୟରେ ପାଲେଷ୍ଟାଇନ୍‍କୁ ୩୦ଟନ୍‍ ଔଷଧ ସାମଗ୍ରୀ ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି । ଭାରତ ଚଳିତମାସ ୨୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୩୦ଟନ୍‍ ଔଷଧୀୟ ସାମଗ୍ରୀ ଏବଂ ଖାଦ୍ୟ ସାମଗ୍ରୀ ପଠାଇଥିଲା । ଜାତିସଂଘ ରିଲିଫ ଏବଂ ଓାର୍କ୍ସ ଏଜେନ୍ସୀ ଜରିଆରେ ଏହି ସହାୟତା ପାଲେଷ୍ଟାଇନ ଶରଣାର୍ଥୀମାନଙ୍କୁ ଯୋଗାଇ ଦିଆଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+