ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ, ରତ୍ନଭଣ୍ଡାର ଗଣତିମଣତି ନେଇ...

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିବ । ବୈଠକରେ ରତ୍ନ ଭଣ୍ଡାର ଗଣତିମଣତି ନିମନ୍ତେ ଦିନ ଧାର୍ଯ୍ୟ ବାବଦରେ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ଗଣତିମଣତି ନେଇ ସରକାର ଏସ୍ଓପିକୁ ମଂଜୁରୀ ଦେଇଥିବାରୁ ଏହା ଉପରେ ପରିଚାଳନା କମିଟିରେ ଆଲୋଚନା ହେବ । ରତ୍ନଭଣ୍ଡାର ଖୋଲିବା ଓ ଗଣତିମଣତି ନେଇ ଧାର୍ଯ୍ୟ ଏସ୍ଓପି ନେଇ ସରକାରଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ପରିଚାଳନା କମିଟି ସମ୍ମତି ଦେବା ସହ ପଦକ୍ଷେପ ଚୂଡ଼ାନ୍ତ ହେବ । ଗଣତିମଣତି ଆସନ୍ତା ୩ ମାସ ସୁଦ୍ଧା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ଏହାକୁ କାର୍ଯ୍ୟକାରୀ କରିବାକୁ ସରକାରୀ ତତ୍ପରତା ପ୍ରକାଶ ପାଇଛି ।

temple s
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+