ଡୋନାଲ ଟ୍ରମ୍ପଙ୍କ ବିରୋଧରେ ମହା ଅଭିଯୋଗ

ଟମ୍ପଙ୍କ ବିରୋଧରେ ସଂସଦର ହାଉସ ଅଫ ରିପ୍ରେଜେଣ୍ଟେଟିଭରେ ମହାଭିଯୋଗ ପ୍ରସ୍ତାବ ଗୃହୀତ ହୋଇଯାଇଛି ।

ୱାସିଂଟନ: ଦିନକୁ ଦିନ ବଢିବାରେ ଲାଗିଛି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ପାଇଁ ଅଡୁଆ । ଟମ୍ପଙ୍କ ବିରୋଧରେ ସଂସଦର ହାଉସ ଅଫ ରିପ୍ରେଜେଣ୍ଟେଟିଭରେ ମହାଭିଯୋଗ ପ୍ରସ୍ତାବ ଗୃହୀତ ହୋଇଯାଇଛି ।

Donald Trump

ତେବେ ମହାଭିଯୋଗ ପ୍ରସ୍ତାବ ସପକ୍ଷରେ 231 ଜଣ ସାଂସଦ ଭୋଟ ଦେଇଥିବାବେଳେ ପ୍ରସ୍ତାବ ବିରୋଧରେ 197 ସାଂସଦ ଭୋଟ ଦେଇଥିଲେ । କାର୍ଯ୍ୟକାଳ ସରିବା ପରେ ଏଭଳି ମହାଭିଯୋଗର ସମ୍ମୁଖୀନ ହେବାରେ ଟ୍ରମ୍ପ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଟ୍ରମ୍ପଙ୍କ ନିଜ ଦଳର 10 ଜଣ ସଦସ୍ୟ ଏହି ମହାଅଭିଯୋଗ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+