Get Updates
Get notified of breaking news, exclusive insights, and must-see stories!

ବ୍ରାଜିଲରେ ବିିଗିଡିଲା ପରିସ୍ଥିତି , ପୋଲିସ ଅପରେସନ ସମୟରେ ୬୪ ମୃତ, ୮୧ ଗିରଫ

ବ୍ରାଜିଲ ରାଜଧାନୀ ରିଓ ଡୋ ଜେନେରିଓରେ ପୋଲିସର ବଡ଼ ଅଭିଯାନ । ଏଠାରେଅପରାଧୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ବଡ଼ ଅଭିଯାନରେ ଚାରି ଜଣ ପୋଲିସ ଅଧିକାରୀ ଓ ପ୍ରାୟ ୬୪ ଜଣ ଲୋକ ପ୍ରାଣ ହରାଇଛନ୍ତି । ବ୍ରାଜିଲର ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଅଭିଯାନ ଆରମ୍ଭ କରିଛି ।

firing

ରାଜ୍ୟପାଳ କ୍ଲାଉଡିଓ କାଷ୍ଟ୍ରୋ ଏକ ଭିଡିଓ ବିବୃତ୍ତି ଜାରି କରି କହିଛନ୍ତି ଯେ, ଏକ ବଡ଼ ଧରଣର ପୋଲିସ ଅଭିଯାନରେ ୬୦ ଜଣ ଅଭିଯୁକ୍ତ ଅପରାଧୀଙ୍କୁ ନିପାତ କରାଯାଇଛି । ପୋଲିସ ୨୫୦ରୁ ଅଧିକ ଜଣଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନରେ ୱାରେଣ୍ଟ ଜାରି ହୋଇଛି । ୮୧ ଜଣଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସୂଚନାଯୋଗ୍ୟ, ଆସନ୍ତା ସପ୍ତାହରେ ରିଓ ଏକ ପ୍ରମୁଖ ଜଳବାୟୁ ସମ୍ମିଳନୀ C୪୦ ବିଶ୍ୱ ମେୟର୍ସ ସମ୍ମିଳନୀ ଆୟୋଜନ କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+