ମଝିଆକାଶରେ ହେଲିକପ୍ଟର କ୍ରାସ୍:୬ ମୃତ

Hudson Helicopter Crash: ମଝିଆକାଶରେ ହେଲିକପ୍ଟର କ୍ରାସ୍, ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି । ଦୁର୍ଘଟଣା ପରେ ନଦୀ ମଝିକୁ ଖସିପଡ଼ିଲା ହେଲିକପ୍ଟର । ଦୁର୍ଘଟଣା ପରେ ମୃତକଙ୍କୁ ଉଦ୍ଧାର କରିବା ପାଇଁ ନଦୀ ଭିତରେ ରେସକ୍ୟୁ ଟିମ୍ ।

Hudson Helicopter Crash

ସୂଚନା ଅନୁସାରେ ନ୍ୟୁୟର୍କ ସହରର ହଡସନ ନଦୀରେ ଏକ ପର୍ଯ୍ୟଟକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ଏକ ସମ୍ପୂର୍ଣ୍ଣ ସ୍ପାନିସ୍ ପରିବାର ଯଥା ତିନି ଜଣ ପିଲା, ବାପା,ମା ଏବଂ ପାଇଲଟ୍ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+