ଜାଣନ୍ତୁ ଇରାନରେ କିପରି ହେଲା ହମାସ ମୁଖ୍ୟ ଇସମାଇଲ ହାନିଆଙ୍କ ହତ୍ୟା

Ismail Haniya: ଇରାନରେ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା କରାଯାଇଛି । ଇରାନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ହାନିଆ ଯୋଗ ଦେବା ପାଇଁ ପହଞ୍ଚଥିଲେ । ହେଲେ ସମାରୋହର କିଛି ଘଣ୍ଟା ପରେ ଏୟାର ଷ୍ଟ୍ରାଇକରେ ହନିଆଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ପାଇଁ ହାମାସ ଇସ୍ରାଏଲକୁ ଦାୟୀ କରିଛି ଏବଂ ପ୍ରତିଶୋଧ ନେବାକୁ ଧମକ ଦେଇଛି। ତେବେ ଇସ୍ରାଏଲ ଏପର୍ଯ୍ୟନ୍ତ ଏହି ଆକ୍ରମଣ ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ ।

Ismail Haniya

ଇସମାଇଲ ହାନିଆଙ୍କୁ କିପରି ହତ୍ୟା କରାଯାଇଥିଲା ତାହା ଏପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି। ତେବେ ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଅନେକ ପ୍ରକାରର ଦାବି କରାଯାଉଛି । ଅନ୍ୟପକ୍ଷରେ, ହାମାସ ଅଭିଯୋଗ କରିଛି ଯେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହାମାସ ନେତା ହାନିଆଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଏହି ଆକ୍ରମଣର ଅନୁସନ୍ଧାନ ଜାରି ରହିଛି, ଏହା କିପରି ଘଟିଲା ... ବର୍ତ୍ତମାନ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+