Get Updates
Get notified of breaking news, exclusive insights, and must-see stories!

ମସ୍କଙ୍କୁ ଟାର୍ଗେଟ କଲେ ପୂର୍ବତନ କର୍ମଚାରୀ, କହିଲେ.....

ଏଲନ ମସ୍କଙ୍କୁ ଟାର୍ଗେଟ କରିଛନ୍ତି ଟେସଲା ପୂର୍ବତନ କର୍ମଚାରୀ ତଥା ଇଞ୍ଜିନିୟର କ୍ରିଷ୍ଟାନ ବାଲାନ । ନିକଟରେ ଏଲମ ମସ୍କ ଓ ତାଙ୍କ କମ୍ପାନୀ ବିରୋଧରେ କରିଥିବା ଆଇନଗତ ଲଢେଇରେ ଜିତିଥିବା କ୍ରିଷ୍ଟାନ ବାଲାନ ତାଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି । ଏହା ସହିତ ମସ୍କଙ୍କୁ ରାକ୍ଷସ ବୋଲି କହିଛନ୍ତି । ଟେସଲା କାର ଉପରେ ଚିନ୍ତା ପ୍ରକାଶ କରିବାରୁ ଆମେରିକା ରାଷ୍ଟ୍ରପତି କ୍ରିଷ୍ଟାନ ବାଲାନ ତାଙ୍କୁ ବରଖାସ୍ତ କରିଥିଲେ ।

ମିରର୍‌ ୟୁକେ ରିପୋର୍ଟ ଅନୁସାରେ, କ୍ରିଷ୍ଟାନ ବାଲାନ ଏଲନ ମସ୍କକୁ କାଠଗଡାକୁ ନେବାକୁ ଚାହୁଁଛନ୍ତି । ସେ ଦାବି କରିଛନ୍ତି ଯେ ଟେସଲା କାରର ଡିଡାଇନରେ ତ୍ରୁଟି ରହିଛି । ଏକଦା ସେ ଟେସଲା ମଡେଲରେ କାମ କରୁଥିଲେ । ୨୦୧୪ରେ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା । କାର୍ଲିଫର୍ଣ୍ଣିଆର ଏକ କୋର୍ଟରେ ମାନହାନୀ ମକଦ୍ଦମା କରିଥିଲେ ।

elon musk

ଏଲନ ମସ୍କ ଓ ଟେସଲା ବିରୋଧରେ କରିଥିବା ମାମଲାରେ କ୍ରିଷ୍ଟାନ ବାଲାନ ଜିତିଛନ୍ତି । ଏହାପରେ ସେ ଏଲନ ମସ୍କ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । ଟେସଲା ଓ ଏଲମ ମସ୍କଙ୍କ ଉପରେ ବର୍ଷିଥିଲେ କ୍ରିଷ୍ଟାନ । ଏଲନ ମସ୍କ ଜଣେ ମନ୍ଦବୁଦ୍ଧି, ରାକ୍ଷସ ବୋଲି କହିଛନ୍ତି କ୍ରିଷ୍ଟାନ । ବାଲାନ କହିଛନ୍ତି ଯେ, ସେ ମସ୍କକୁ ସିଧାସଳଖ ଇମେଲ କରିଥିଲେ । କାରରେ ଶହ ଶହ ତ୍ରୁଟି ସମେତ ଗୁରୁତର ବିଷୟଗୁଡିକ ବିଷୟରେ ଆଲୋଚନା କରିବାକୁ ଜଣାଇତିଲେ ହେଲେ ପଦକ୍ଷେପ ଗ୍ରହଣ ବଦଳରେ ତାଙ୍କୁ ଟେସଲାର ଏଚଆର ଏବଂ ଟିମ୍‌ରୁ ବହିଷ୍କାର କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+