ହାଇତିରେ ଭୟଙ୍କର ବିସ୍ଫୋରଣ, ୨୪ ମୃତ, ୪୦ ଆହତ
ହାଇତିରେ ଏକ ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ ଘଟିବାରୁ ୨୪ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୪୦ଜଣ ଆହତ ହୋଇଛନ୍ତି । ଚିକିତ୍ସାପାଇଁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ କେତେଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଆଞ୍ଚଳିକ ନାଗରିକ ସୁରକ୍ଷା କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ କାଲବାସିଏର ଅଞ୍ଚଳର ନିପେସ ଡିପାର୍ଟ ପାର୍ଟମେଣ୍ଟଠାରେ ଏହି ଏହି ବିସ୍ଫୋରଣ ଘଟିଥିଲା ।

ଦୁର୍ଘଟଣାଗ୍ରସ୍ତ ଏକ ଇନ୍ଧନ ଟ୍ୟାଙ୍କରରୁ ବେଆଇନ୍ ଭାବେ ଇନ୍ଧନ ସଂଗ୍ରହ କରିବାକୁ ସ୍ଥାନୀୟ ଲୋକ ଚେଷ୍ଟା କରୁଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା ଣମାଧ୍ଯମକୁ କହିଛନ୍ତି ହାଇତିର ପ୍ରଧାନମନ୍ତ୍ରୀ ଗ୍ୟାରୀ କୋନିଲ ସାମାଜିକ ଗଣମାଧ୍ଯମ ନାଗରିକ ସୁରକ୍ଷା କର୍ତ୍ତୃପକ୍ଷ ଏବଂ । ଏବଂ ଜନସ୍ୱାସ୍ଥ୍ୟ ଟିମ୍ ଆହତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ।












Click it and Unblock the Notifications