ବର୍ଷରେ 61 ପ୍ରତିଶତ ଖସିଲା ଜୁକରବର୍ଗଙ୍କ ସଂପତ୍ତିର ମୂଲ୍ୟ
ମାର୍କ ଜୁକରବର୍ଗ ଦିନକୁ ଦିନ ଗରିବ ହେଉଛନ୍ତି । ସିଇଓଙ୍କର ଅର୍ଥ କମି କମି ଯାଉଛି ।
ଲଣ୍ଡନ: ମେଟା ଡାଟାର ସିଇଓ ମାର୍କ ଜୁକରବର୍ଗଙ୍କ ସଂପତ୍ତି କମିବାରେ ଲାଗିଛି । ଷ୍ଟକ ମାର୍କେଟରେ ତାଙ୍କର ସଂପତ୍ତିରେ କ୍ରମାଗତ ହ୍ରାସ ହେଉଥିବା ଦେଖାଯାଇଛି। ସେ ଦିନକୁ ଦିନ ଗରିବ ହେବାରେ ଲାଗିଛନ୍ତି । ଚଳିତ ବର୍ଷ ଜୁକରବର୍ଗ 76.6 ବିଲିୟନ ଡାଲାରର କ୍ଷତି ସହିଛନ୍ତି । ଏହା ତାଙ୍କର ମୂଳ ସଂପତ୍ତିର 61 ପ୍ରତିଶତ । କେବଳ ଏତିକି ନୁହେଁ ଜୁକରବର୍ଗଙ୍କର ଗୋଟିଏ ଦିନରେ 207 ବିଲିୟନ ଡଲାର ସଂପତ୍ତି ହ୍ରାସ ପାଇଥିବା ନେଇ ବ୍ଲୁମବର୍ଗ ବିଲିୟନାରିସ ଇଣ୍ଡେକ୍ସରୁ ସୂଚନା ପ୍ରଦାନ କରାଯାଇଛି।













Click it and Unblock the Notifications