Get Updates
Get notified of breaking news, exclusive insights, and must-see stories!

ଆମେରିକାରେ ୪ ଭାରତୀୟ ବଂଶୋଦ୍ଭବଙ୍କୁ ନିର୍ମମ ହତ୍ୟା

ଆମେରିକାର ଜର୍ଜିଆରେ ଏକ ଘରୋଇ ବିବାଦରେ ଜଣେ ଭାରତୀୟ ମହିଳା ଏବଂ ତାଙ୍କ ତିନି ଜଣ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା କରାଯାଇଛି।। ପତ୍ନୀ ସମେତ ୩ ସଂପର୍କୀୟଙ୍କୁ ଗୁଳି କରି ହତ୍ୟା କଲା ସୈତାନ ସ୍ୱାମୀ । ଜର୍ଜିଆରେ ଘଟିଛି ଏଭଳି ଲୋମ ଟାଙ୍କୁରା ଘଟଣା । ପାକିବାରିକ କଳହରୁ ବଚସାକୁ ନେଇ ପତ୍ନୀକୁ ହତ୍ୟା କରିବା ପରେ ୩ ସଂପର୍କୀୟଙ୍କୁ ଗୁଳି କରି ହତ୍ୟା କରିଛି ସ୍ୱାମୀ । ଏଭଳି କାଣ୍ଡ ବେଳେ ୩ ଶିଶ୍ରୁୁତ୍ର ଘରେ ରହିଥିଲେ । ଗୁଳିକାଣ୍ଡ ଘଟିବାପରେ ପରେ ସେମାନେ ଏକ ଆଲମିରାରେ ଲୁଚି ଯାଇଥିଲେ ।

Four Indian-origin men brutally murdered in America

ଏହାପରେ ସେମାନଙ୍କ ମଧ୍ୟରେ ଥିବା ଜଣେ ଶିଶୁ ପୋଲିସକୁ ଫୋନ କରି ଜଣାଇଥିଲେ । ତେବେ ଘଟଣାସ୍ଥଳରୁ ଫେରାର ମାରିଥଲା ଅଭିଯୁକ୍ତ ସ୍ୱାମୀ । ଏହାପରେ ସନ୍ଧାନୀ କୁକୁର ସହାୟତାରେ ଅଭିଯୁକ୍ତକୁ ଧରିଲା ପୋଲିସ । ହତ୍ୟାକାଣ୍ଡର ଅଭିଯୁକ୍ତ ୫୧ ବର୍ଷୀୟ ବିଜୟ କୁମାର ବୋଲି ଜଣାପଡିଛି । ମୃତକମାନେ ହେଉଛନ୍ତି ଅଭିଯୁକ୍ତଙ୍କ ୪୩ ବର୍ଷୀୟା ପତ୍ନୀ ନିମୁ ଡୋଗରା ଏବଂ ସଂପର୍କୀୟ ଗୌରବ କୁମାର , ନିଧି ଚନ୍ଦର , ଏବଂ ହରିଶ ଚନ୍ଦର । ସମସ୍ତ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+