ନ୍ୟୁୟର୍କରେ ଆଖିବୁଜା ଗୁଳିମାଡ଼: ପୋଲିସ ଅଫିସରଙ୍କ ସମେତ ୫ ମୃତ
ନ୍ୟୁୟର୍କ ସିଟିରେ ଦୁର୍ବୃତ୍ତର ଗୁଳିମାଡ଼ରେ ଜଣେ ପୋଲିସ ଅଧିକାରୀ ଓ ୪ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ପୋଲିସ ଗୁଳିରେ ଦୁର୍ବୃତ୍ତ ବି ପ୍ରାଣ ହରାଇଛି । ନ୍ୟୁୟର୍କର 345 ପାର୍କ ଆଭେ ଏରିଆରେ ଏ ଗୁଳିକାଣ୍ଡ ଘଟିଛି ।

ଆମେରିକାରେ ଦୁର୍ବୃତ୍ତର ଗୁଳିମାଡ଼, ୫ ଜଣଙ୍କ ମୃତ୍ୟୁ । ନ୍ୟୁୟର୍କ ସିଟିରେ ଦୁର୍ବୃତ୍ତର ଗୁଳିମାଡ଼ରେ ଜଣେ ପୋଲିସ ଅଧିକାରୀ ଓ ୪ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ପୋଲିସ ଗୁଳିରେ ଦୁର୍ବୃତ୍ତ ବି ପ୍ରାଣ ହରାଇଛି । ନ୍ୟୁୟର୍କର 345 ପାର୍କ ଆଭେ ଏରିଆରେ ଏ ଗୁଳିକାଣ୍ଡ ଘଟିଛି । ଲାସ୍ ଭେଗାସର ସାନେ ଡେଭୋନ ନାମକ ଯୁବକ ଜଣଙ୍କ ଭିଡ଼ ଏରିଆରେ ଆଖି ବୁଜା ଗୁଳି ମାଡ଼ କରିଥିଲା ।












Click it and Unblock the Notifications