ବାଂଲାଦେଶର ଢାକା ବିମାନବନ୍ଦରରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ବିମାନ ବନ୍ଦରର କାର୍ଗୋ ଟର୍ମିନାଲରେ ନିଆଁ ଲାଗିଯାଇଛି। ସମାୟିକ ଭାବେ ବିମାନ ଚଳାଚଳକୁ ବାତିଲ ଘୋଷଣା କରାଯାଇଛି।ନିଆଁ ଲିଭାଇବାକୁ ଅଗ୍ନିଶମ ଟିମ୍ ଉଦ୍ୟମ ଜାରି ରଖିଛନ୍ତି।