ସ୍କୁଲରେ ଭୟାବହ ଅଗ୍ନିକାଣ୍ଡ, ୧୭ ଛାତ୍ରଛାତ୍ରୀ ମୃତ

ନାଇଜେରିଆର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା ଏକ ବିଦ୍ୟାଳୟରେ ଆଜି ଅଗ୍ନିକାଣ୍ଡ ଘଟି ପ୍ରାୟ ୧୭ ଜଣ ଛାତ୍ରଛାତ୍ରୀଙ୍କ ପ୍ରାଣହାନୀ ଘଟିଛି । ଦେଶର ଜରୁରୀକାଳୀନ ସଂସ୍ଥା ପକ୍ଷରୁ କୁହାଯାଇଛି, ଜମ୍ଫରା ରାଜ୍ୟର କୌରା ନବୋଡ଼ା ଜିଲ୍ଲାର ଏହି ବିଦ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ସ୍କୁଲ୍ ପରିସରରେ ପ୍ରାୟ ୧୦୦ ଜଣ ପିଲା ଥିଲେ ।

Fire at Islamic school in Northwestern Nigeria kills 17 children

ଗୁରୁତର ଆହତ ୧୭ଜଣ ପିଲାମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ନାଇଜେରିଆ ରାଷ୍ଟ୍ରପତି ବୋଲା ଟିନୁବୁ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପିଲାମାନଙ୍କ ପ୍ରତି ଗଭୀର ଗ ଦୁଃ ଦୁଃଖ ପ୍ରକାଶ କରିବା ସହ ବିଦ୍ୟାଳୟରେ ପିଲାମାନଙ୍କର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+