ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ
ମଧ୍ୟପ୍ରାଚ୍ୟ ଯୁଦ୍ଧର ଅଷ୍ଟମ ଦିବସରେ ଅର୍ଥାତ୍ ଶନିବାର ଇରାନ ପକ୍ଷରୁ କରାଯାଇଥିବା ଆକ୍ରମଣରେ ଜୋର୍ଡାନସ୍ଥିତ ମୁୱାଫାକ୍ ସଲ୍ତି ବାୟୁସେନା ଘାଟିରେ ମୁତୟନ ହୋଇଥିବା ଆମେରିକାର ଥଡ୍ ରେଡାର ସିଷ୍ଟମ ଧ୍ବଂସ ପାଇଛି। ଏହାର ମୂଲ୍ୟ ୩୦ କୋଟି ଡଲାର ବୋଲି ଜଣାପଡିଛି। ଥଡ୍ ରେଡାର ସିଷ୍ଟମ ଏୟାର ଡିଫେନ୍ସ କାର୍ଯ୍ୟ ସମ୍ପାଦନ କରିଥାଏ।

ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ଓ ଡ୍ରୋନ୍କୁ ଆକାଶମାର୍ଗରେ ନଷ୍ଟ କରିବା ଏହି ସିଷ୍ଟମର ମୂଳ ଲକ୍ଷ୍ୟ। ଆମେରିକା ମଧ୍ୟ ଏହାକୁ ସ୍ବୀକାର କରିଛି। ଫେବୃଆରୀ ୨୮ ଓ ମାର୍ଚ୍ଚ ୩ରେ ଇରାନ ପକ୍ଷରୁ ଏହି ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ କରାଯାଇଥିଲେ ସୁଦ୍ଧା ସେଗୁଡିକୁ ଆକାଶମାର୍ଗରେ ନଷ୍ଟ କରାଯାଇଥିଲା। ଏକ ସପ୍ତାହବ୍ୟାପୀ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନର ଏହା ସବୁଠାରୁ ବଡ ସଫଳତା ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
More From
-
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ମୁଖ୍ୟମନ୍ତ୍ରୀ ହେବେ ନୀତିଶଙ୍କ ପୁଅ, ଦାବି କଲେ JDU ବିଧାୟକ












Click it and Unblock the Notifications