ଆମେରିକା ନୌସେନାର F-35 ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ

ଆମେରିକାରେ ନୌସେନାର F-35 ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ । କେନ୍ଦ୍ରୀୟ କାଲିଫର୍ଣ୍ଣିଆର ନାଭାଲ ଏୟାର ଷ୍ଟେସନ ଲିମୋର ନିକଟରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ଯୋଗୁଁ କେହି ମୃତାହତ ହୋଇ ନାହାଁନ୍ତି। ପାଇଲଟ୍ ସୁରକ୍ଷିତ ଭାବେ ବାହାରକୁ ଇଜେକ୍ଟ କରିଥିଲେ । ଆଜି ଭୋର ୪.୩୦ ମିନିଟ ସମୟରେ ହୋଇଛି ।

F-35

ନୌସେନା ଜାରି କରିଥିବା ବୟାନରେ କୁହାଯାଇଛି କି, ଦୁର୍ଘଟଣା ସମୟରେ ପାଇଲଟ ଜଣକ ପାରାଚ୍ୟୁଟ ଜରିଆରେ ନିଜ ଜୀବନ ବଞ୍ଚାଇଛନ୍ତି । ଏହି ଘଟଣାରେ ସମସ୍ତେ ସୁରକ୍ଷିତ ରହିଛନ୍ତି । ତେବେ ଦୁର୍ଘଟଣାର କାରଣ ଏଯାଏଁ ଜଣାପଡିନାହିଁ । ଦୁର୍ଘଟଣାଗ୍ରସ୍ତ ବିମାନଟି ଫାଇଟର ସ୍କ୍ବାର୍ଡନ VF-125 ରଫ ରେଡର୍ସର ଅଂଶ । ଏହାର ମୁଖ୍ୟ କାମ ପାଇଲଟ ଏବଂ ଏୟାରକ୍ରୁକୁ ଟ୍ରେନିଂ ଦେବା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+