ବାଣ କାରଖାନାରେ ବଡ଼ ବିସ୍ଫୋରଣ
ପାକିସ୍ତାନର କରାଚୀର ସଦ୍ଦାର ଅଞ୍ଚଳ ନିକଟରେ ଏକ ବଡ଼ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ସ୍ଥାନୀୟ ରିପୋର୍ଟ ଅନୁସାରେ, ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲା।

ଘଟଣାସ୍ଥଳରୁ ମିଳିଥିବା ଦୃଶ୍ୟରେ ଧୂଆଁର ବାୟୁ ଭିତରକୁ ଉଠୁଥିବା ଦେଖାଯାଉଛି। ଅଞ୍ଚଳରେ ଆତଙ୍କ ଖେଳିଯାଇଛି।












Click it and Unblock the Notifications