ତାଣ୍ଡବ ରଚିଲା ବର୍ଷା, ଭୂସ୍ଖଳନରେ ଚାଲିଗଲା ୧୪୬ ଜୀବନ

ନୂଆଦିଲ୍ଲୀ: ତାଣ୍ଡବ ରଚିଲା ପର୍ବଳ ବର୍ଷା । ବର୍ଷା ହେତୁ ଭୂସ୍ଖଳନରେ ଅତି କମରେ ୧୪୬ ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟିଛି ଇଥିଓପିଆରେ । ଏହି ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସକ ଦାଗମାବୀ ଆଏଲେ କହିଛନ୍ତି ଯେ, ଦକ୍ଷିଣ ଇଥିଓପିଆର କେଞ୍ଚୋ ଶାଚା ଗୋଜଦି ଜିଲ୍ଲାରେ ମାଟି ଧସିବା କାରଣରୁ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଶିଶୁ ଏବଂ ଗର୍ଭବତୀ ମହିଳା ଅଛନ୍ତି ।

Ethiopia landslides

ସୋମବାର ସକାଳେ ଅନ୍ୟ ଏକ ଭୂସ୍ଖଳନରେ ଆହୁରି ଅଲୌଦ୍ଧ ଲୋକ ଚାପି ହୋଇଯାଇଥିଲେ । ଉଦ୍ଧାରକାରୀ ମାନେ କିଛି ଲୋକଙ୍କୁ ଉଦ୍ଧାର କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ମାଟିତଳୁ ପାଞ୍ଚ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ସେ କହିଛନ୍ତି, "ଅନେକ ପିଲା ଅଛନ୍ତି ଯେଉଁମାନେ ଦୁର୍ଘଟଣାରେ ନିଜ ମା, ବାପା, ଭାଇ ଏବଂ ଭଉଣୀଙ୍କ ସମେତ ସମଗ୍ର ପରିବାରକୁ ହରାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+