ଜୁକରବର୍ଗଙ୍କୁ ଚ୍ୟାଲେଞ୍ଜ ଦେଲେ ଏଲନ୍ ମସ୍କ, କହିଲେ....

ନୂଆଦିଲ୍ଲୀ: ମାର୍କ ଜୁକରବର୍ଗ ଏବଂ ଏଲୋନ୍ ମସ୍କଙ୍କ ମଧ୍ୟରେ ପ୍ରତିଯୋଗିତା ସବୁବେଳେ ଚର୍ଚ୍ଚାରେ ରହିଛ । ଗତ ବର୍ଷ ମସ୍କ ଜୁକରବର୍ଗଙ୍କୁ କେଜ୍ ଯୁଦ୍ଧ ବିରୋଧରେ ଚେତାବନୀ ଦେଇଥିଲା । ମେଟା, ଥ୍ରେଡସ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଆରମ୍ଭ ହେବା ପରେ ୫୨ ବର୍ଷ ବୟସ୍କ ମସ୍କ୍ ଏବଂ ୩୯ ବର୍ଷ ବୟସ୍କ ଜୁକରବର୍ଗଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହୋଇଥିଲା ।

ଥ୍ରେଡ୍ ଏକ୍ସର ଏକ ନକଲ ବୋଲି ଅଭିଯୋଗ ହୋଇଥିଲା । ଆଉ ବର୍ତ୍ତମାନ ବୈଷୟିକ ଜଗତର ଦୁଇ ବଡ଼ ବ୍ୟକ୍ତିତ୍ୱ ଏଲନ୍ ମସ୍କ ଏବଂ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ପୁଣିଥରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି । ବର୍ତ୍ତମାନ ମସ୍କ ମେଟା ସିଇଓ ମାର୍କ ଜୁକରବର୍ଗଙ୍କୁ ଯେକୌଣସି ନିୟମ ନେଇ ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ଲଢ଼ିବାକୁ କହିଛନ୍ତି ।

Elon Musk challenged Zuckerberg

ସୁଚନାନୁସାରେ , ଆମେରିକାର ସଂସଦରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଭାଷଣ କାର୍ଯ୍ୟକ୍ରମ ସମୟରେ ମସ୍କ ପୁଣି ଥରେ ମାର୍କ ଜୁକରବର୍ଗଙ୍କ ବିରୋଧରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏହା ପରେ ଜୁକରବର୍ଗଙ୍କ ମନ୍ତବ୍ୟ ଆସିଥିଲା । ସେ କହିଥିଲେ ଆମେ ପ୍ରକୃତରେ ଏହା କରୁଛୁ କି? ଏହାକୁ ନେଇ ସେମାନଙ୍କ ମଧ୍ୟରେ ପୁନର୍ବାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+