ଭୂକମ୍ପରେ ଥରିଲା ପପୁଆ ନ୍ୟୁ ଗିନି ଏବଂ ଆଫଗାନିସ୍ତାନ

ଭୂକମ୍ପରେ ଥରିଲା ପପୁଆ ନ୍ୟୁ ଗିନି ଏବଂ ଆଫଗାନିସ୍ତାନ । ଆଜି ଏହି ଦୁଇଟି ସ୍ଥାନରେ ଅନୁଭୂତ ହୋଇଛି ଭୂକମ୍ପ ଝଟକା । ପ୍ରଥମେ ସକାଳୁ ପୁପୁଆ ନ୍ୟୁ ଗିନିର ବ୍ରେଟେନ୍ ଅଞ୍ଚଳରେ ଭୂମିକମ୍ପ ହୋଇଥିବା ନେଇ ସୂଚନା ରହିଛି ।

Earthquake

ଆଫଗାନିସ୍ତାନ:ଭୂକମ୍ପରେ ଥରିଲା ପପୁଆ ନ୍ୟୁ ଗିନି ଏବଂ ଆଫଗାନିସ୍ତାନ । ଆଜି ଏହି ଦୁଇଟି ସ୍ଥାନରେ ଅନୁଭୂତ ହୋଇଛି ଭୂକମ୍ପ ଝଟକା । ପ୍ରଥମେ ସକାଳୁ ପୁପୁଆ ନ୍ୟୁ ଗିନିର ବ୍ରେଟେନ୍ ଅଞ୍ଚଳରେ ଭୂମିକମ୍ପ ହୋଇଥିବା ନେଇ ସୂଚନା ରହିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରଚା ୬.୫ ରେକର୍ଡ ହୋଇଛି । ଏନେଇ ସୂଚନା ଦେଇଛି ୟୁଏସ ଜିଓଲଜିକାଲ ସର୍ଭେ ସେଣ୍ଟର । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନାହିଁ ।

ଅନ୍ୟପଟେ ଆଜି ଆଫଗାନିସ୍ତାନର ଫୈଜାବାଦରେ ମଧ୍ୟ ଭୂକମ୍ପ ଅନୁଭୁତ ହୋଇଛି । ରାଷ୍ଟ୍ରୀୟ ବିଜ୍ଞାନକେନ୍ଦ୍ର ଦେଇଥିବା ସୂଚନା ଅନୁସାରେ, ଆଜି ଭୋର୍ ୨ଟା ୧୫ସମୟରେ ଆଫଗାନିସ୍ତାନର ଫୈଜାବାଦପୁରରୁ ୨୭୩ କିଲୋମିଟର ପୂର୍ବରେ ୪.୩ ତୀବ୍ରତାର ଭୂକମ୍ପ ହୋଇଛି । ଭୂକମ୍ପର କେନ୍ଦ୍ର ୧୮୦ କିଲୋମିଟର ଗଭିରତାରେ ଥିବାନେଇ ସୂଚନା ରହିଛି । ଲଗାତକା ଭୂମିକମ୍ପ ହେଉଥିବାରୁ ଆଫଗାନିସ୍ତାନରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+