ନେପାଳରେ ଭୟର ବାତାବରଣ: ୨୪ ଘଣ୍ଟାରେ ହେଲାଣି ଦୁଇ ଥର ଭୂକମ୍ପ

Earthquake in Mugu: ନେପାଳର କର୍ଣ୍ଣାଲି ପ୍ରଦେଶର ମୁଗୁ ଜିଲ୍ଲାରେ ଶୁକ୍ରବାର ସକାଳ 8:03 ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.4 ରେକର୍ଡ କରାଯାଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ସ୍ଥାନୀୟ ଅଞ୍ଚଳ ନିକଟରେ ବୋଲି ସୂଚନା ରହିଛି ।

ଏହାପୂର୍ବରୁ ଗୁରୁବାର ଦିନ ନେପାଳର ସିନ୍ଧୁପାଲଚୋକ୍ ଜିଲ୍ଲାରେ 4.8 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ରେକର୍ଡ କରାଯାଇଛି। ଲଗାତାର ଦୁଇ ଦିନରେ ଘଟିଥିବା ଏହି ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ହେଲେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନାହିଁ ।

Earthquake of Mugu in Nepal

ନେପାଳ ଏକ ଭୌଗୋଳିକ ସମ୍ବେଦନଶୀଳ ଅଞ୍ଚଳରେ ଅବସ୍ଥିତ, ଯେଉଁଠାରେ ଭୂମିକମ୍ପ ହେବା ଏକ ସାଧାରଣର ଘଟଣା । ଏହି ଅଞ୍ଚଳ ହିମାଳୟର ଭୂକମ୍ପ ବେଲ୍ଟ ଅଧୀନରେ ଆସିଥାଏ, ଯାହା ଟେକ୍ଟୋନିକ୍ ପ୍ଲେଟଗୁଡିକର ସକ୍ରିୟତା ହେତୁ ବାରମ୍ବାର ଭୂକମ୍ପ ଘଟିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+