ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ ,ରିକ୍ଟର ସ୍କେଲରେ ତୀବ୍ରତା ୪.୬
ଜୋରଦାର ଭୂକମ୍ପର ଝଟକାରେ ଥରିଲା ଇଣ୍ଡୋନେସିଆ । ରବିବାର ଦିନ ପ୍ରାୟ ସକାଳ ୨.୩୦ରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ ୪.୬ ରହିଛି । ଏଥିରେ କାହାରି କ୍ଷୟକ୍ଷତି ହୋଇଥିବାର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ । NCS ଏହି ସମ୍ପର୍କରେ ସୂଚନା ଦେଇଛି ।

ସେହିପରି ଭାରତର ଅରୁଣାଚଳ ପ୍ରଦେଶରେ ପ୍ରାୟ ସକାଳ ୫.୬ମିନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୮ ରହିଥିଲା । ବୁଧବାର ନେପାଳରେ ୪.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ନେପାଳରେ ୪.୬ ତୀବ୍ରତାର ଭୂମିକମ୍ପ ହୋଇଥିଲା ।












Click it and Unblock the Notifications