ଭୂମିକମ୍ପରେ ଥରିଲା ତାଜିକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୨
ତାଜିକିସ୍ତାନରେ ବର୍ତ୍ତମାନ ଭୂମିକମ୍ପ ଅନୁଭୂତ ହୋଇଛି। ନେସନାଲ ସେଣ୍ଟର ଫର ସିସ୍ମୋଲୋଜୀ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ମାଗ୍ନିଚ୍ୟୁଡ ଜାରି କରାଯାଇଛି। ଏହି ଭୂମିକମ୍ପର କେନ୍ଦ୍ର ଭୂମିଠାରୁ ୧୧୦ କିମି ଗଭୀରରେ ଥିଲା।













Click it and Unblock the Notifications