ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪,୨.....
ଭୂକମ୍ପରେ ଥରିଲା ଆଫଗାନିସ୍ତାନ,ବୁଧବାର ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଭୂମି ଠାରୁ ୪୭ କିଲୋମିଟର ଗଭୀର ରହିଛି ।

ଏଥିରେ ଧନଜୀବନ ହାନୀ ନେଇ କୌଣସି ସୂଚନା ମିଳି ପାରି ନାହିଁ । ଅଗଷ୍ଟ ୨ରେ ମଧ୍ୟ ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ କରାଯାଇଥିଲା । ଏହାର କେନ୍ଦ୍ର ଭୂମି ଠାରୁ ୮୭ କିଲୋମିଟର ଗଭୀର ଥିଲା।












Click it and Unblock the Notifications