ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୭

ପାକିସ୍ତାନର ପେଶୱାରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୪.୭ । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ ହିନ୍ଦୁସ୍ଥଳରେ ପର୍ବତରେ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୨୧୧କିଲୋମିଟର ଗଭୀରତାରେ ଥିବା ଜଣାପଡିଛି । ଭୂକମ୍ପ ହେବା ମାତ୍ରେ ଲୋକ ଭୟରେ ଘର ବାହାରୁ ଦୌଡିଥିଲେ । କିନ୍ତୁ ଏହି ଭୂକମ୍ପରେ କାହାର କ୍ଷୟକ୍ଷତି ହୋଇଥିବା ଏପର୍ଯ୍ୟନ୍ତ ସୂଚନା ନାହିଁ ।

Earthquake

ଇସଲାମାବାଦ ଏବଂ ଖାଇବର ପଖତୁନଖ୍ୱାର ମର୍ଦାନ, ସ୍ୱାତ, ନୌଶେରା, ସ୍ୱାବି ଏବଂ ଉତ୍ତର ୱାଜିରିସ୍ତାନର କିଛି ସ୍ଥାନରେ ୫.୩ ତୀବ୍ରତାର ଭୂମିକମ୍ପ ଆସିବାର ପ୍ରାୟ ଏକ ମାସ ପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଏକ ରିପୋର୍ଟ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ହିନ୍ଦୁକୁଶ ଅଞ୍ଚଳରେ ୨୩୦ କିଲୋମିଟର ଗଭୀରତାରେ ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+