Get Updates
Get notified of breaking news, exclusive insights, and must-see stories!

ଭୂକମ୍ପ ଝଟକାରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରେକର୍ଡ

ପାକିସ୍ତାନରେ ଭୂକମ୍ପର ଝଟକା ଅନୁଭୂତ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ଥିବା ରେକର୍ଡ କରାଯାଇଛି । ଭୂକମ୍ପ ଝଟକା ଅପରାହ୍ନ ୪ଟା ୫ ମିନିଟରେ ଆସିଥିଲା । ଭୂକମ୍ପ ଝଟକା ଭୟଭୀତ ହୋଇ ଲୋକ ଘରୁ ବାହାରି ଚାଲିଆସିଥିଲେ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା ।

ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହା ମଧ୍ୟ କହିଛି ଯେ, ପାକିସ୍ତାନ ସହିତ ଆଜି (ସୋମବାର) ଆଫଗାନିସ୍ତାନରେ ମଧ୍ୟ ୪.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା। NCS ଅନୁଯାୟୀ, ଆଫଗାନିସ୍ତାନରେ ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା। ଏହା ପରେ ମଧ୍ୟ, ଭୂମିକମ୍ପର ଝଟକା ସମ୍ଭାବନା ଏବେ ବି ରହିଛି।

Earthquake of 4 2 magnitude hits Pakistan

ଏହା ପୂର୍ବରୁ, ଏପ୍ରିଲ ୩୦ ରାତି ୯.୫୮ରେ ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ସେତେବେଳେ ଭୂମିକମ୍ପର ତୀବ୍ରତା ୪.୪ ମାପ କରାଯାଇଥିଲା। ସେତେବେଳେ ଏହାର କେନ୍ଦ୍ରସ୍ଥଳ ହିନ୍ଦୁକୁଶ ଅଞ୍ଚଳରେ ୧୮୫ କିଲୋମିଟର ଗଭୀରତାରେ ଥିଲା। ସ୍ୱାତ ଏବଂ ଆଖପାଖ ଅଞ୍ଚଳରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+