ଭୂମିକମ୍ପ ଥରିଲା ପାକିସ୍ତାନରେ

ଶନିବାର ଦିନ ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.8 ରେକର୍ଡ କରାଯାଛି । ଭୂମିକମ୍ପ ହେବା ମାତ୍ରେ ଲୋକମାନେ ଭୟରେ ଘରୁ ବାହାରି ବାହାରକୁ ଦୌଡ଼ି ପଳାଇ ଆସୁଥିବାର ଭିଡିଓ ଦେଖିବା ସୋସିଆଲ ମିଡିଆରେ ଭାଇରଲ ହେଉଛି । ତେବେ କୌଣସି ବଡ଼ କ୍ଷୟକ୍ଷତି କିମ୍ବା ଜୀବନହାନି ବିଷୟରେ କୌଣସି ସୂଚନା ନାହିଁ। ପାକିସ୍ତାନରେ ହୋଇଥିବା ଭୂମିକମ୍ପର ଝଟକା କାଶ୍ମୀର ଉପତ୍ୟକାରେ ମଧ୍ୟ ଅନୁଭୂତ ହୋଇଛି ।

Earthquake in Pakistan


ଏହା ପୂର୍ବରୁ, ପାକିସ୍ତାନରେ ଏପ୍ରିଲ 2 ତାରିଖ ଭୋର2:58 ରେ ଏକ ଭୂମିକମ୍ପ ହୋଇଛି । ଏହି ସମୟରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.3 ରେକର୍ଡ କରାଯାଇଥିଲା । ଭୂମିକମ୍ପ ପରେ ଲୋକମାନେ ବହୁତ ଭୟଭୀତ ହୋଇଯାଇଥିଲେ କିନ୍ତୁ କାହାର କୌଣସି କ୍ଷତି ହେବାର ଖବର ନାହିଁ। ମିଆଁମାର ଏବଂ ବ୍ୟାଙ୍କକରେ ବଡ଼ ଧରଣର ଭୂକମ୍ପ ହୋଇଥିଲା । ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+