ଭୂକମ୍ପରେ ଥରିଲା ମେକ୍ସିକୋ ଏବଂ ଗୁଆଟେମାଲା ସୀମା
Earthquake in Mexico-Guatemala: ଭୂକମ୍ପରେ ଥରିଲା ମେକ୍ସିକୋ ଏବଂ ଗୁଆଟେମାଲା ସୀମା । ରବିବାର ଦିନ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.4 ରେକର୍ଡ କରାଯାଇଛି । ହଠାତ୍ ଭୂମିକମ୍ପ ଯୋଗୁଁ ସ୍ଥାନୀୟ ଲୋକ ଭୟବିତ ହୋଇପଡିଛନ୍ତି । ଭୂକମ୍ପ ଗଭୀରତା 47କିଲୋମିଟର ରହିଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।













Click it and Unblock the Notifications