Get Updates
Get notified of breaking news, exclusive insights, and must-see stories!

କାନାଡାରେ ଭୂମିକମ୍ପ , ତୀବ୍ରତା ୭

କାନାଡାରେ ଭୂମିକମ୍ପ ଝଟକା ଅନୁଭୂତ । ଏହି ଶକ୍ତିଶାଳୀ ଭୂମିକମ୍ପର ତୀବ୍ରତା ୭ ଥିବା ରେକର୍ଡ କରାଯାଇଛି । ଭୂମିକମ୍ପଟି ପ୍ରାୟ ୧୦ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା । ଏହା ଶନିବାର ଆଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଏକ ଦୁର୍ଗମ ଅଞ୍ଚଳରେ ଅନୁଭୂତ ହୋଇଥିଲା ।

Earthquake

ଏହା ପରେ ଅନେକ ଛୋଟ ଛୋଟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପ ଯୋଗୁଁ କ୍ଷୟକ୍ଷତି କିମ୍ବା ମୃତାହତର ରିପୋର୍ଟ ହୋଇନାହିଁ । ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁସାରେ, ଏହି ଭୂମିକମ୍ପ ଆଲାସ୍କାରୁ ପ୍ରାୟ ୩୭୦ କିଲୋମିଟର ଉତ୍ତର-ପଶ୍ଚିମରେ ଏବଂ ୟୁକୋନର ହ୍ୱାଇଟ୍ହର୍ସରୁ ୨୫୦ କିଲୋମିଟର ପଶ୍ଚିମରେ ଅନୁଭୂତ ହୋଇଥିଲା । ୟୁଏସଜିଏସ୍ ଅନୁଯାୟୀ, ଏହା ଆଲାସ୍କାର ୟାକୁଟାଟ୍ ଠାରୁ ପ୍ରାୟ ୯୧ କିଲୋମିଟର ଦୂରରେ ଥିଲା, ଯାହାର ଜନସଂଖ୍ୟା ୬୬୨ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+