Earthquake: ଆଣ୍ଡାମାନ ନିକୋବରରେ ଭୂକମ୍ପ ଝଟକା
Earthquake In Andaman Sea: ଆଣ୍ଡାମାନ ନିକୋବର ସାଗରରେ ଏକ ଭୂକମ୍ପ ଝଟକା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଅନୁସାରେ, ସନ୍ଧ୍ୟାରେ ଆଣ୍ଡାମାନ ସାଗରରେ ରିକ୍ଟର ସ୍କେଲରେ 4.5 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ରେକର୍ଡ କରାଯାଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁସାରେ, ସନ୍ଧ୍ୟା 6:36 ରେ ଆଣ୍ଡାମାନ ସାଗରରେ ଭୂକମ୍ପ ଅନୁଭୂତ ହୋଇଥିଲା ।

ଜାତୀୟ ଭୂକମ୍ପ କେନ୍ଦ୍ର ସୂତନା ଅନୁସାରେ, ସନ୍ଧ୍ୟା 6:36 ରେ ଆଣ୍ଡାମାନ ନିକୋବର ସାଗରରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାପୂର୍ବରୁ ବୁଧବାର ଅର୍ଥାତ୍ ନଭେମ୍ବର ୨ ତାରିଖ ସନ୍ଧ୍ୟାରେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଥିଲା। ଦୁଇ ସପ୍ତାହ ପରେ ପୁଣି ଥରେ ଭୂକମ୍ପ ଯୋଗୁଁ ସାଧାରଣ ଲୋକଙ୍କ ମଧ୍ୟ ଆତଙ୍କ ଖେଳିଯାଇଛି।












Click it and Unblock the Notifications