Get Updates
Get notified of breaking news, exclusive insights, and must-see stories!

ଭାରତର ପଡୋଶୀ ଦେଶ ବାଂଲାଦେଶରେ ଭୂକମ୍ପ,ତୀବ୍ରତା ୪.୧

ଭାରତର ପଡୋଶୀ ଦେଶ ବାଂଲାଦେଶରେ ଭୂକମ୍ପ ଅନୁଭୂତ ହୋଇଛି । ବାଂଲାଦେଶର ଢାକା ଏବଂ ଅନ୍ୟାନ୍ୟ ଆଖପାଖ ଜିଲ୍ଲାଗୁଡିକରେ ଏହାର ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୪.୧ ଥିବା ସୂଚନା ମିଳିଛି । ଏହାର କେନ୍ଦ୍ରସ୍ଥଳ ନରସିଙ୍ଗଡିରେ ୩୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି ।

Earthquake

ଭୂକମ୍ପର ଝଟକା ପ୍ରାୟ ଆଜି ସକାଳ ୬ଟା ୧୪ ମିନିଟରେ ହୋଇଥିଲା । ଭୂକମ୍ପ ହେବାରୁ ଲୋକେ ଙୟରେ ଘରୁ ଦୌଡିଥିଲେ । କିନ୍ତୁ ଏହାର ଝଟକାରେ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ରିପୋର୍ଟ ଏପର୍ଯ୍ୟନ୍ତ ମିଳିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+