Get Updates
Get notified of breaking news, exclusive insights, and must-see stories!

ସୁଦାନରେ ବଡ଼ ଆକ୍ରମଣ, ୨୪ ମୃତ

ସୁଦାନର ଲୋକପ୍ରିୟ ପାରାମିଲିଟ୍ରି ଗ୍ରୁପ ରାପିଡ ସପୋର୍ଟ ଫୋର୍ସେସ ମଧ୍ୟ ସୁଦାନ ଉପରେ ବଡ଼ ଆକ୍ରମଣ କରିଛି । ଆଜି ଶନିବାରରେ ମଧ୍ୟ ସୁଦାନରେ ବିସ୍ଥାପିତ ପରିବାରକୁ ନେଇ ଯାଉଥିବା ଏକ ଗାଡ଼ି ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଅତିକମରେ ୨୪ ଜଣଙ୍କ ଜୀବନ ଚାଲିଯାଇଥିବା ଆଶଙ୍କା କରାଯାଉଛି ।

sudan

ଦେଶରେ ଚାଲିଥିବା ଯୁଦ୍ଧ ବେଳେ ବିସ୍ଥାପିତ ଲୋକଙ୍କୁ ନେଇ ଯାଉଥିବା ଏକ ଗାଡି ଉପରେ ଆକ୍ରମଣ କରାଯାଇଛି । ଗାଡ଼ିରେ ଲୋକଙ୍କ ସହିତ ପିଲା ରହିଥିବା ଜଣାପଡିଛି । ତେବେ ଗତ ୨୦୨୩ରେ ସୁଦାନରେ ଯୁଦ୍ଧ ସ୍ଥିତି ଲାଗିରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+