ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ

Donald Trump Oath Ceremony: ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ । ଆମେରିକାର ୪୭ତମ ରାଷ୍ଟ୍ରପକି ଡୋନାଲ୍ଡ ଟ୍ରମ୍ପ । ସେହିପରି ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜେଡି ଭେନ୍ସ ।

Donald Trump

ଶପଥ ଗ୍ରହଣ ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରଥମ ଭାଷଣରେ କହିଲେ, "ଆମେରିକାର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି। ଆମେ ଆମର ସାର୍ବଭୌମତ୍ୱ ବଜାୟ ରଖିବୁ। ବିଶ୍ୱ ଆମକୁ ବ୍ୟବହାର କରିପାରିବ ନାହିଁ। ଏବେ ଆମେରିକାରେ କୌଣସି ଅନୁପ୍ରବେଶ ହେବ ନାହିଁ।"

ଅବୈଧ ଅନୁପ୍ରବେଶ ତୁରନ୍ତ ବନ୍ଦ କରାଯିବ। ଦକ୍ଷିଣ ସୀମାରେ ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯିବ। ମେକ୍ସିକୋ ସୀମାରେ ଏକ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯିବ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+