ୟେମେନରେ ହୁତି ବିଦ୍ରୋହୀଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କଲା ଅମେରକା, ୩୧ମୃତ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଦିନ ଲୋହିତ ସାଗରରେ ଜାହାଜ ଉପରେ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ୟେମେନର ଇରାନ-ସମର୍ଥିତ ହୁତି ବିଦ୍ରୋହୀଙ୍କ ବିରୁଦ୍ଧରେ ଏକ ବିଶାଳ ସାମରିକ ଅଭିଯାନ ଆରମ୍ଭ କରିଛନ୍ତି | ଯେଉଁଥିରେ ଅତି କମରେ 31 ଜଣଙ୍କର ମୃତ୍ୟୁ ହୋଇଥିଲା। ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯଦି ହୁତି ବିଦ୍ରୋହୀମାନେ ଆକ୍ରମଣ ଜାରି ରଖନ୍ତି, ତେବେ ସେମାନଙ୍କର ପରିସ୍ଥିତି ନର୍କଠାରୁ ମଧ୍ୟ ଖରାପ ହୋଇଯିବ।













Click it and Unblock the Notifications